ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଜି ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ନିଗମାନନ୍ଦ ପଣ୍ଡାଙ୍କୁ ଛତ୍ରପୁରରୁ ଚକିଟିକୁ ବଦଳୀ କରାଯାଇଛି । ସେହିପରି କୁଷୁମ କୁମାରୀ ପାଢ଼ୀଙ୍କୁ ଚକିଟିରୁ ରଙ୍ଗେଇଲୁଣ୍ଡା, ସୀମାଞ୍ଚଳ ପଣ୍ଡାଙ୍କୁ ରଙ୍ଗେଇଲୁଣ୍ଡାରୁ ଚକିଟି, ନିଲପୁ ବିମଲଙ୍କୁ ନୂଆଗଡ଼ରୁ ଗୋଷାଣୀ, ସିବାଜୀ କଅଁରଙ୍କୁ ଗୋଷାଣୀରୁ ଫିରିଙ୍ଗିଆକୁ ବଦଳୀ କରାଯାଇଛି। ସେହିପରି ଧନେଶ୍ୱର କଅଁରଙ୍କୁ ରାୟଗଡ଼ାରୁ ଫୁଲବାଣୀ, ରତ୍ନାକର ମହନ୍ତଙ୍କୁ ରାଇରଙ୍ଗପୁରରୁ … Continue reading ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ