ଏସିପି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଏସିପି ସ୍ତରରେ ଛୋଟ ବଦଳି ହୋଇଥିବା ସୂଚନା ରହିଛି । ଜୋନ୍ ୧ ଏସିପି ମାନଓ ଗଡନାୟକଙ୍କୁ ଆଇୟୁସିଏଡବ୍ଲୁ ଏସିପି ଭାବେ ବଦଳି ହୋଇଥିବା ଖବର ସାମ୍ନାକୁ ଆସିଛି । ମାନସଙ୍କ ସ୍ଥାନରେ ଏସ୍‌.ଏସ୍ ମୁଦୁଲି ହେଲେ ଜୋନ୍‌-୧ ଏସିପି । ଶୁଭ୍ରାଂଶୁ ଶେଖର ନାୟକ ହେଲେ ଜୋନ୍‌-୪ ଏସିପି । ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ