37.1 C
Bhubaneswar
Thursday, March 28, 2024
Homeଓଡିଶାଆଇପିଏସ ସ୍ତରରେ ଅଦଳବଦଳ

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଜଗତସିଂହପୁର ଏସପି ହୋଇଛନ୍ତି ଅଖିଳେଶ୍ୱର ସିଂ । ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଆଇଜି ଏସ ଦେବଦତ୍ତ ସିଂହ । ପୋଲିସ ମୁଖ୍ୟାଳୟ ଆଇଜି ହୋଇଛନ୍ତି ଏସ ଦେବଦତ୍ତ ସିଂହ । ପିଏସ ପରଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଦାୟିତ୍ୱ ଦିଆଯାଇଛି । ବରଗଡ ଏସପି ହୋଇଛନ୍ତି ରାହୁଲ ଜୈନ । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡା ଏସପି ଦାୟିତ୍ୱ ଦିଆଯାଇଛି । ମୟୁରଭଂଜ ଏସପି ଭାବେ ନିଯୁକ୍ତି ପାଇଛନ୍ତି କେଆର ଦ୍ୟାନଦେଓ । ମାଲକାନଗିରି ଏସପି ହେଲେ ପିଏସ ମୀନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking