ଅତ୍ୟଧିକ ବ୍ୟାୟାମ ସାଜୁଛି ଘାତକ, ପାଲଟିଛି ହୃଦ୍‌ଘାତର ମୁଖ୍ୟ କାରଣ

ଭୁବନେଶ୍ୱର: ଅତ୍ୟଧିକ ଶାରୀରିକ ପରିଶ୍ରମ କରି ଷ୍ଟେରଏଡ୍‌ ନେବା ଏବେ କାଳ ହେଉଛି । ଯାହାଦ୍ୱାରା ହୃଦ୍‌ଘାତ ଭଳି ସମସ୍ୟା ଦେଖାଯାଉଛି । ଏଥିରେ ଲୋକଙ୍କର ଅକସ୍ମାତ୍‌ ମୃତ୍ୟୁ ହେବା ସହ ବହୁ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବାକୁ ପଡ଼ୁଥିବା ଦେଖିବାକୁ ମିଳୁଛି । ଦରକାର ଠାରୁ ଅଧିକ ପ୍ରୋଟିନ୍‌, ପ୍ରି ୱାକ୍‌ ଆଉଟ୍‌, ଭୁଲ୍‌ ଟ୍ରେନର ଏବଂ ଜିମ୍‌ରେ ଯୋଗଦେବା ପୂର୍ବରୁ ଏହାର ସବିଶେଷ ତଥ୍ୟ ନଜାଣିବା ବି ମୁଖ୍ୟ କାରଣ ରୂପେ ଉଭା … Continue reading ଅତ୍ୟଧିକ ବ୍ୟାୟାମ ସାଜୁଛି ଘାତକ, ପାଲଟିଛି ହୃଦ୍‌ଘାତର ମୁଖ୍ୟ କାରଣ