34.1 C
Bhubaneswar
Friday, March 29, 2024
Homeଓଡିଶାକୋରୋନା ଜନିତ କଟକଣାର ସମସ୍ତ ପରିକ୍ଷାକୁ ବାତିଲ କରିବାକୁ ଦାବି

କୋରୋନା ଜନିତ କଟକଣାର ସମସ୍ତ ପରିକ୍ଷାକୁ ବାତିଲ କରିବାକୁ ଦାବି

ଯାଜପୁର:  କୋରୋନା ଜନିତ କଟକଣାର ସମସ୍ତ ପରିକ୍ଷାକୁ ବାତିଲ କରାଯାଇଛି । କିନ୍ତୁ ପତ୍ର ବିନିମୟ ମାଧ୍ୟମରେ ହେଉଥିବା ମାଟ୍ରିକ ପରିକ୍ଷା ଚାଲୁ ରଖିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହାର ବିରୋଧ କରି ଆଜି ଯାଜପୁର ଜିଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କୋରୋନା ଭଳି ମହାମାରି ସମୟରେ ଅନ୍ୟ ପରିକ୍ଷାର୍ଥୀ ମାନଙ୍କ ପ୍ରତି ବିପଦ ଥିବା ଦର୍ଶାଇ ପରିକ୍ଷାକୁ ବାତିଲ କଲେ ରାଜ୍ୟ ସରକାର କିନ୍ତୁ ପତ୍ର ବିନିମୟ ମାଧ୍ୟମରେ ହେଉଥିବା ପରିକ୍ଷାକୁ କାହିଁକି ବାତିଲ କରାଯାଇନାହିଁ ବୋଲି ପ୍ରଶ୍ନକରିଛନ୍ତି ପରିକ୍ଷାର୍ଥୀ । ପରିକ୍ଷା ହେଲେ ଅନେକ ପରିକ୍ଷାର୍ଥୀ ବିପଦରେ ପଡିବେ । ଏହାର ତିବ୍ର ବିରୋଧ କରାଯିବ ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଆଗରେ ପ୍ରତିବାଦ କରାଯିବ ବୋଲି ଚେତାବନି ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking