ନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ

ସମ୍ବଲପୁର: ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଲା ପରୀକ୍ଷା ସମୟ । ଆମ ଓଡିଶା ନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ । ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ ଯୋଗୁଁ ବଦଳିଲା ସମୟ । ମାନେଶ୍ୱର ମାଳତୀଗୁଣ୍ଡେରପୁର ସ୍କୁଲ ଷାଣ୍ମାସିକ ପରୀକ୍ଷା ସମୟ ବଦଳିଲା । ପୂର୍ବରୁ ୧୦ଟା ୩୦ରୁ ଦିନ ୧ଟା ଯାଏଁ ପରୀକ୍ଷା ହେବାର ଥିଲା । କିନ୍ତୁ ୭ଟାରୁ ଆରମ୍ଭ କରି ୯ଟା ୩୦ ମଧ୍ୟରେ ସାରିଦେଲେ ପରୀକ୍ଷା । ଶ୍ରୀମନ୍ଦିର ପରିଚାଳନା … Continue reading ନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ