କେନ୍ଦ୍ରମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର କେତେ ବିଫଳ ସମସ୍ତେ ଜାଣିଛନ୍ତି : ସସ୍ମିତ

ଭୁବନେଶ୍ୱର: ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧେ ବିକାଶକୁ ଦେଖ୍ ସହିପାରୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ଭାବରେ ସିଏ କେତେ ବିଫଳ ସମସ୍ତେ ଜାଣିଛନ୍ତି। ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼, କେଉଁଠି ବି ଗୋଟିଏ ମଧ୍ଯ ସ୍କିଲ ଡେଭଲପମେଣ୍ଟ ସେଣ୍ଟର କରି ପାରିନାହାଁନ୍ତି। ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ … Continue reading କେନ୍ଦ୍ରମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର କେତେ ବିଫଳ ସମସ୍ତେ ଜାଣିଛନ୍ତି : ସସ୍ମିତ