ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ସମସ୍ତଙ୍କର ଅଛି: ହାଇକୋର୍ଟ

ବ୍ୟୁରୋ : ଦେଶର ସମସ୍ତ ମହିଳା ଓ ପୁରୁଷମାନେ ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଲିଙ୍ଗ ପରିବର୍ତ୍ତନ କରିବା ସେମାନଙ୍କର ସାମ୍ବିଧାନିକ ଅଧିକାର। ସର୍ଜରୀ ଦ୍ୱାରା ସମସ୍ତେ ଲିଙ୍ଗ ପରିବର୍ତ୍ତନ କରିପାରିବେ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଜଣେ ମହିଳା କଷ୍ଟେଲବଲ ସର୍ଜରୀ ଦ୍ୱାରା ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଥିବା ଉଲ୍ଲେଖ କରି ଉତ୍ତର ପ୍ରଦେଶ ଡିଜିପିଙ୍କୁ ଅନୁମତି ପାଇଁ ଚିଠି ଲେଖିଥିଲେ। ଏବେ ଆହ୍ଲାବାଦ ହାଇକୋର୍ଟ ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେବାକୁ … Continue reading ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ସମସ୍ତଙ୍କର ଅଛି: ହାଇକୋର୍ଟ