30.1 C
Bhubaneswar
Wednesday, April 24, 2024
Homeଓଡିଶାପରୀକ୍ଷକ ନମିଳିଲେ ସ୍ପଟ୍ ନିଯୁକ୍ତି

ପରୀକ୍ଷକ ନମିଳିଲେ ସ୍ପଟ୍ ନିଯୁକ୍ତି

ଭୁବନେଶ୍ୱର: ମାଟ୍ରିକ ଖାତା ଦେଖା ନେଇ ବୋର୍ଡ ପକ୍ଷରୁ ନୂଆ ଗାଇଡ ଲାଇନ ଜାରି କରାଯାଇ ସବୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଖାତା ଦେଖା ଗାଇଡ ଲାଇନ ପ୍ରଦାନ କରାଯାଇଛି । ଗାଇଡଲାଇନ ଅନୁଯାୟୀ, ୨୧ରୁ ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଖାତା ଦେଖା ହେବ । ସାମାଜିକ ଦୂରତ୍ୱ ପାଳନ କରି ସର୍ବାଧିକ ୨ ଶହ ପରୀକ୍ଷକ ଖାତା ଦେଖିବେ । ଯଦି ଜାଗା ନହୁଅନ୍ତି, ପାଖରେ ବ୍ୟବସ୍ଥା କରିହେବ । କିନ୍ତୁ ୨ ଶହ ଟପିବନି ବୋଲି ଗାଇଡ ଲଇନରେ ଉଲ୍ଲେଖ ରହିଛି । ସେହିଭଳି ୧୦ କିମି ଦୂରତ୍ୱ ମଧ୍ୟରେ ଆସୁଥିବା ପରୀକ୍ଷକଙ୍କୁ ଖାତା ଦେଖା ଅନୁମତି ରହିବ । କେଉଁଠି ପରୀକ୍ଷକ ଅଭାବ ହେଲେ ସ୍ପଟ୍ ନିଯୁକ୍ତି କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking