ବ୍ରାହ୍ମଣବୈଷ୍ଣବ ସମ୍ପ୍ରଦାୟର କୂଳଦେବତା ନଟବର ଠାକୁରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲ ପୁର ଗ୍ରାମର ପରମ ବୈଷ୍ଣବବ୍ରାହ୍ମଣ ପଣ୍ଡିତ ଗୁଣନିଧି ଦାଶଙ୍କ କୂଳ ଦେବତା ଠାକୁର ରାଧା ନଟବରଙ୍କର ମନ୍ଦିର ପ୍ରତିଷ୍ଠା, ଯଜ୍ଞ ମହୋତ୍ସବ ଓ ସାଂସ୍କୃତିକ ସମାରୋହ ମହା ଆଡ଼ମ୍ବରର ସହକାରେ ସମାପନ ହୋଇଯାଇ ଅଛି। ପଣ୍ଡିତ ଗୁଣନିଧି ଦାଶଙ୍କ ନେତୃତ୍ବରେ ଉକ୍ତ ମାଙ୍ଗଳିକ କର୍ମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରିଥିଲେ। ପ୍ରତିଷ୍ଠା ଯଜ୍ଞର କର୍ତ୍ତା ଭାବରେ ଆନନ୍ଦ ବର୍ଦ୍ଧନ ଦାଶ … Continue reading ବ୍ରାହ୍ମଣବୈଷ୍ଣବ ସମ୍ପ୍ରଦାୟର କୂଳଦେବତା ନଟବର ଠାକୁରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା