ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ:ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ହେବ ହୋଇଭୋଲ୍ଟେଜ ମୁକାବିଲା । ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ଏକ ବଡ ସ୍କୋର କରିବା ଲକ୍ଷ୍ୟରେ ରହିବ । କାରଣ ଆଜିର ମ୍ୟାଚ ଜିତି ଭାରତ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଛି । ଭାରତ ବିଶ୍ୱକପରେ ଏବେ ଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନଥିବା ବେଳେ ଇଂଲଣ୍ଡ ୫ଟି ମ୍ୟାଚରେ … Continue reading ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ