ଦୁର୍ଦ୍ଦାନ୍ତ ବିଜୁକୁ ଏନକାଉଣ୍ଟର

ପୁରୀ: ପୁରୀରେ ଦାଦାବଟି ପାଇଁ ଆକ୍ରମଣରେ ୩ ଗୁରୁତର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନକାଉଣ୍ଟର କରାଯାଇଛି । ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଥିବା ଜଣାପଡିଛି । ତେବେ ବିଜୁର ଗୋଡରେ ଗୁଳି ବାଜିଛି । ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତି କରାଯାଇଛି । ବିଜୁର ପାଲଟା ଆକ୍ରମଣରେ ଜଣେ ପୋଲିସ ଏସଆଇ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here