38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶପୁଲୱାମାରେ ଏନକାଉଣ୍ଟର

ପୁଲୱାମାରେ ଏନକାଉଣ୍ଟର

ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ସୁରକ୍ଷାବଳ ଏବଂ ଆତଙ୍କୀ ମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୂଚନା ମୁତାବିକ କାକାପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାବଳଙ୍କୁ ପୁର୍ବରୁ ଏହି ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହି ଖବର ପାଇବା ପରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ମାନେ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ମଧ୍ୟରେ ଆତଙ୍କୀ ମାନେ ଗୁଳି କରିବା ଆରମ୍ଭ କରିଦେଇଥିଲେ ।

ଖବର ଅନୁସାରେ ଏବେ ମଧ୍ୟ ଆତଙ୍କୀ ଓ ଯବାନ ମାନଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking