35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଦିଲ୍ଲୀ ହିଂସା ପରିସ୍ଥିତି ସମୀକ୍ଷା କଲେ ଡୋଭାଲ୍‌

ଦିଲ୍ଲୀ ହିଂସା ପରିସ୍ଥିତି ସମୀକ୍ଷା କଲେ ଡୋଭାଲ୍‌

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ହିଂସା ଏବେ ସଂଙ୍ଗୀନ ପରିସ୍ଥିତିରେ ପହଂଚିଛି । ଯାହାପରେ ସ୍ଥିତି ସମୀକ୍ଷା କରିବାକୁ ପହଂଚିଥିଲେ ଏନଏସଏ ଅଜିତ ଡୋଭାଲ । ସମୀକ୍ଷା ସମୟରେ ସେ ହିଂସା ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ସହ ଲୋକଙ୍କ ସହ ସ୍ଥିତି ସଂପର୍କରେ ବୁଝିଥିଲେ ।ହେଲେ ସେହି ସମୟରେ ଜଣେ ବ୍ୟକ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣିିଥିଲେ । ତା ପରେ ଲୋକମାନେ ଅମିତ ଶାହା ଓ ବିଜେପି ବିରୋଧରେ କହିବାକୁ ଲାଗିଥିଲେ । ସେମାନେ କେବେ ବି କାହା ବିରୋଧରେ ଏପରି କହିନଥିଲେ । ହେଲେ ଆଜି ସେମାନଙ୍କ ସହ ଯାହା ହେଉଛି ତାହା ଭୁଲ । ଆରଏସଏସ, ବିଜେପି ଓ ଅମିତ ଶାହାଙ୍କ କହିବାନୁସାରେ ଏ ସବୁ ହେଉଥିବା ସେମାନେ କହିଥିଲେ । ପରେ ଲୋକମାନେ ହିନ୍ଦୁସ୍ଥାନ ଜିନ୍ଦାବାଦ ଓ ଭାରତ ମାତା କି ଜୟ ବୋଲି ନାରାବାଜି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking