26.1 C
Bhubaneswar
Sunday, July 20, 2025
Homeଓଡିଶାବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଆଠଗଡ଼: ଆଠଗଡରେ ଜଣେ ବୃଦ୍ଧଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାତ୍ରା‌ ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା।

ଖବର ପାଇ ଖୁଣ୍ଟୁଣୀ ପୁଲିସ ଏବଂ ବନବିଭାଗ ଟିମ୍ ପହଞ୍ଚିଛନ୍ତି। ତଦନ୍ତ ଜାରି ରହିଛି। ତାଙ୍କ ନାମ ଟୁବୁର ହନକା। ତାଙ୍କ ବୟସ ୬୫ ବର୍ଷ। ସେ କଣ୍ଟାବନ୍ଧ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking