ସୁନ୍ଦରଗଡ଼ ଅଞ୍ଚଳରେ ହାତୀ ଆତଙ୍କ : ୭ଟି ଘର ଭାଙ୍ଗି ଫସଲ ନଷ୍ଟ କଲେ ଦନ୍ତା
ସୁନ୍ଦରଗଡ଼ : ପୁଣି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ଗାଁ ଲୋକଙ୍କ ଘର ଭାଙ୍ଗିବା ସହ ସମସ୍ତ ଫସଲ ନଷ୍ଟ କରି ଦେଇଛନ୍ତି ହାତୀମାନେ । ଗତ ଚାରି ୫ ଦିନ ହେବ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ମହୁଲଯୋର ଏବଂ ଘାଣ୍ଟିବୁଡ଼ ଅଞ୍ଚଳରେ ୪ଟି ଦନ୍ତା ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ସୂଚନା ମୁତାବକ, ଗତ ଚାରି ୫ ଦିନ ହେବ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ମହୁଲଯୋର ଏବଂ … Continue reading ସୁନ୍ଦରଗଡ଼ ଅଞ୍ଚଳରେ ହାତୀ ଆତଙ୍କ : ୭ଟି ଘର ଭାଙ୍ଗି ଫସଲ ନଷ୍ଟ କଲେ ଦନ୍ତା
Copy and paste this URL into your WordPress site to embed
Copy and paste this code into your site to embed