26.1 C
Bhubaneswar
Friday, March 29, 2024
Homeଓଡିଶାବଢୁଛି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ଜଣେ ଶ୍ରମିକ ମୃତ

ବଢୁଛି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ଜଣେ ଶ୍ରମିକ ମୃତ

ଟାଙ୍ଗୀ: ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ସତ୍ୟ ବେହେରା (୫୬ ବର୍ଷ )। ଘର ରଣପୁର ବ୍ଲକ ନରସିଂହପୁର ପଂଚାୟତ ନାଟିମୀ ଗ୍ରାମରେ । ମୃତକ ଜଣେ ଶ୍ରମିକ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗ୍ରାମକୁ ସାଇକେଲରେ କୂଅ ଖୋଳିବାକୁ ଯାଉଥିଲା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking