34.1 C
Bhubaneswar
Thursday, March 28, 2024
Homeଓଡିଶାକୃଷ୍ଣପୁର ଗାଁରେ ହାତୀପଲଙ୍କ ଉପଦ୍ରବ; ନଷ୍ଟକଲେ ଏକର ଏକର ପାଚିଲା ଧାନ ଫସଲ

କୃଷ୍ଣପୁର ଗାଁରେ ହାତୀପଲଙ୍କ ଉପଦ୍ରବ; ନଷ୍ଟକଲେ ଏକର ଏକର ପାଚିଲା ଧାନ ଫସଲ

ତେଲକୋଇ: ତେଲକୋଇ ବନାଞ୍ଚଳ ଅଧିନସ୍ଥ କୃଷ୍ଣପୁର ଗାଁରେ ହାତୀପଲଙ୍କ ଉପଦ୍ରବ । ଗାଁ ର ଏକର ଏକର ଧାନ ଫସଲକୁ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି । ରାତି ପ୍ରାୟ୨ ସମୟରେ ୧୩ ଟିକିଆ ହାତୀପଲ ଧାନ ବିଲରୃ ପଶି ପାଚିଲା ଧାନ ଫସଲକୁ ଖାଇ ନଷ୍ଟ କରିଦେଇଛନ୍ତି ।ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି କରି ଥିବା ଫସଲ ନଷ୍ଟ ହେବା ଦେଖି ଚାଷି ଏବେ ମୁଣ୍ଡରେ ହାତଦେଇ ବସିଛି ।ଆଉ କିଛି ଦିନ ପରେ ଧାନ କାଟି ଘରକୁ ଆଣିଥିଲେ ପିଲାଛୁଆଙ୍କ ମୁହଁରେ ଆହାର ଗଣ୍ଡେ ଦେଇଥାନ୍ତା ହେଲେ ହାତୀପଲ ସବୁ ଉଜାଡି ଦେଲେ । ଗାଁ ର ୧୫ ରୁ ଉର୍ଦ୍ଧ ଚାଷୀ ଙ୍କର ୩୦ ଏକରରୁ ଉର୍ଦ୍ଧ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ ।ଏହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ ।ଏନେଇ ବନବିଭାଗ କୁ ଜଣାଇଥିଲେ ମଧ୍ୟ ହାତୀ ଘଉଡାଇବା ରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking