39.1 C
Bhubaneswar
Tuesday, April 23, 2024
Homeଓଡିଶାଯନ୍ତ୍ରଣାରେ ଛଟପଟ ହେଉଛି ଗଜରାଜ

ଯନ୍ତ୍ରଣାରେ ଛଟପଟ ହେଉଛି ଗଜରାଜ

ଖୋର୍ଦ୍ଧା : ବିଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଗଜରାଜ। ଉଠିବାକୁ ବଳ ପ୍ରୟୋଗ କରୁଥିଲେ ବି ସଫଳ ହୋଇପାରୁନି । ଫଳରେ ନିରାଶ ହୋଇ ଗର୍ଜନ କରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବାଁବିଲ ମୌଜାର ଏକ ବିଲରେ । ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଏହି ଅସୁସ୍ଥ ହାତୀଟିକୁ ଏକ ଦନ୍ତା ହାତୀ ଜଗି ରହିଛି। ହାତୀର ଗର୍ଜନ ଶୁଣି ତାକୁ ଦେଖିବାକ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଛି। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ବନ ବିଭାଗ ପହଞ୍ଚି ପାରିନଥିବା ସୂଚନା ମିଳିଛି।
https://onakhabar.com/2020/03/17/corona-updates-stay-way-from-mobile/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking