43.9 C
Bhubaneswar
Friday, April 19, 2024
Homeଓଡିଶାଚିକିତ୍ସାଧୀନ ଦନ୍ତାର ମୃତ୍ୟୁ

ଚିକିତ୍ସାଧୀନ ଦନ୍ତାର ମୃତ୍ୟୁ

ବାରିପଦା : ଅସ୍ତ୍ରୋପଚାର ହୋଇଥିବା ଦନ୍ତା ହାତୀର ମୃତ୍ୟୁ । ବେତନଟୀ ରେଞ୍ଜ୍ ମଶିଣାକାଠି ଜଙ୍ଗଲରେ ଠାବ ଦନ୍ତାର ମୃତ୍ୟୁ । ଗୋଡରେ କ୍ଷତ ଯୋଗୁଁ କାଲି ଅସ୍ତ୍ରପଚାର ହୋଇଥିଲା । ଓୟୁଏଟି ଓ ଶିମିଳିପାଳର ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରପଚାର ପରେ ସୁସ୍ଥ ଥିବା ବନ ବିଭାଗ ସୂଚନା ଦେଇଥିଲା । ମାତ୍ର ଆଜି ମୃତ୍ୟୁ ପରେ କାରଣ ସ୍ପଷ୍ଟ କରୁଛି ବନ ବିଭାଗ ।

ମହାକାଳୀ ବେଶରେ ଦର୍ଶନ ଦେଲେ ମାଆ ଗଡ଼ଚଣ୍ଡୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking