28.1 C
Bhubaneswar
Thursday, March 28, 2024
Homeଓଡିଶାସମ୍ବଲପୁର ହାତୀକୁ ବି ଗୁଳିମାଡ !

ସମ୍ବଲପୁର ହାତୀକୁ ବି ଗୁଳିମାଡ !

ସମ୍ବଲପୁର : ସମ୍ବଲପୁରରେ ବି ନରସିଂହପୁର ହାତୀ ମୃତ୍ୟୁ ଘଟଣାର ରିପିଟ । ସମ୍ବଲପୁର ରେ ମରିଥିବା ହାତୀକୁ ବି ହୋଇଥିଲା ଗୁଳି ମାଡ । ସମ୍ବଲପୁର ସାପଲହରା ଦନ୍ତାହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ପ୍ରେସମିଟରେ ଗୁଳିମାଡର ପର୍ଦ୍ଦାଫାସ କଲେ ଡିଏଫଓ । ପୋଷ୍ଟମର୍ଟମ ବେଳେ ହାତୀ ଦେହରୁ ଗୋଟିଏ ଗୁଳି ମିଳିଛି । ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । କେଲାପାଟ ଅଂଚଳରେ ଗଛ ଉପରୁ ହାତୀକୁ ଗୁଳି କରାଯାଇଥିଲା । ଗୁଳିମାଡ ଯୋଗୁଁ ହାତୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅକାମୀ ହୋଇଥିଲା । ସେପ୍ଟିସେମିଆ ହୋଇ ଲିଭର, ହାର୍ଟ ଆଦି ଅଙ୍ଗ ଅଚଳ ହୋଇ ଯାଇଥିଲା । ନରସିଂହପୁର ରେ ମଧ୍ୟ ଗୁଳିମାଡରେ ଏକ ହାତୀର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking