28.1 C
Bhubaneswar
Wednesday, April 24, 2024
Homeଓଡିଶାବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ

ବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ

ଅନୁଗୁଳ : ଗାଁ’ ଭିତରେ ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ରେଞ୍ଜ କମରେଇ ଗାଁ’ରେ । ବୁଧବାର ରାତିରେ ଗାଁ’ରେ ହାତୀ ପଶି ଉତପାତ କରୁଥିଲା । ଗାଁ’ଲୋକେ ଭୟରେ ମଧ୍ୟ ବାହାରକୁ ବାହରୁ ନଥିଲେ । ହେଲେ ଆଜି ସକାଳେ ବୃଦ୍ଧା ଜଣଙ୍କ କୌଣସି କାମରେ ବାହାରକୁ ବାହାରି ଥିଲେ । ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ବୃଦ୍ଧାଙ୍କୁ କଚାଡ଼ି ଦଳି ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏ ନେଇ ଗ୍ରାମରେ ଉତେଜନା ଦେଖାଦେଇଛି । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।
https://onakhabar.com/2020/03/05/3rd-cadaveric-kidney-transplant-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking