27.1 C
Bhubaneswar
Thursday, April 25, 2024
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ଯୁବକର ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଯୁବକର ଜୀବନ

ଢ଼େଙ୍କାନାଳ : ହାତୀ ଆକ୍ରମଣରେ ଚାଲିଗଲା ଯୁବକର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି, ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଜାମୁଚକଡ଼ା ଗ୍ରାମରେ । ମୃତକ ହେଲେ ଦୁର୍ଯ୍ୟୋଧନ ନାୟକ ।
ସୂଚନା ଅନୁଯାୟୀ, ସୋମବାର ଜରୁରୀ ଚିକିତ୍ସା ପାଇଁ ଦୁର୍ଯ୍ୟୋଧନ ଅନ୍ୟ ଜଣଙ୍କ ସାଥିରେ ବାଇକ୍‌ରେ ବସି ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ । କିନ୍ତୁ ଗା’ଠାରୁ ଅଳ୍ପ ବାଟ ଆସିବା ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ହାତୀ ପଳଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଜୀବନ ବିକଳରେ ବାଇକ୍ ବୁଲାଇ ପଳାଉଥିବାବେଳେ ପଛରେ ବସିଥିବା ଦୁର୍ଯ୍ୟୋଧନଙ୍କୁ ହାତୀ ଶୁଣ୍ଢରେ ଟାଣି ଆଣି କଚାଡ଼ି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକ୍ ଆରୋହୀ ଅଳ୍ପକେ ବର୍ତ୍ତଯାଇଥିଲେ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଂଚି ମୃତଦେହକୁ ଉଦ୍ଧାକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ନେଇ ଗ୍ରାମରେ ଉତେଜନା ଦେଖାଦେଇଛି ।
https://onakhabar.com/2020/05/12/short-circuit-one-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking