28.1 C
Bhubaneswar
Thursday, March 28, 2024
Homeଓଡିଶାପାଚିଲା ଧାନ ବିଲରେ ଦନ୍ତାହାତୀର ଉତ୍ପାତ

ପାଚିଲା ଧାନ ବିଲରେ ଦନ୍ତାହାତୀର ଉତ୍ପାତ

ନୀଳଗିରି : ନୀଳଗିରି ବ୍ଲକ ଅଧିନସ୍ଥ ଅଯୋଧ୍ୟା ନକୁଳକର ଗ୍ରାମରେ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି | ଏହି ଅଂଚଳରେ ପାଚିଲା ଧାନ କିଆରୀକୁ ଏକ ଦନ୍ତା ଖସି ଆସି ପାଚିଲା ଧାନ ଖାଇବା ସହ ଉପଦ୍ରବ କରି ଫସଲ ନଷ୍ଟ କରିବାରେ ଲାଗିଛି ।ଲୋକେ ହାତୀକୁ ଦେଖି ବିଲରୁ ଧାନ କଟା ଛାଡ଼ିଦେଇ ଏବେ ଧାନ କଟା ବନ୍ଦ କରି ବସି ରହିଛନ୍ତି । ତେବେ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ବନବିଭାଗ ପହଂଚି ନାହାନ୍ତି । ହାତୀଟି ଝାଡ଼ଖଣ୍ଡ ହାତୀ ନା କୁଲଡ଼ିହା ହାତୀ ଏନେଇ କିଛି ସ୍ପଷ୍ଟ ହୋଇପାରିନାହିଁ ।
https://onakhabar.com/2019/12/01/dead-52/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking