26.1 C
Bhubaneswar
Friday, March 29, 2024
Homeଓଡିଶାପୋଲିସ କ୍ୟାମ୍ପରେ ବିଦ୍ୟୁତ ଚାର୍ଜ; ଜଣେ ମୃତ

ପୋଲିସ କ୍ୟାମ୍ପରେ ବିଦ୍ୟୁତ ଚାର୍ଜ; ଜଣେ ମୃତ

ଉମରକୋଟ: ରାଇଘର ବିଏସଏଫ କ୍ୟାମ୍ପରେ ବିଦ୍ୟୁତ ଚାର୍ଜରୁ ଏକ ଅଘଟଣ ଘଟିଛି । ଜମେ ଡିଭିଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଯବାନ ଗୁରୁତର ଅଛନ୍ତି । କ୍ୟାମ୍ପ ଉପରେ ଯାଇଥିବା ୧୧ କେଭିରୁ ଘର ଚାର୍ଜ ହୋଇଯାଇଥିଲା । ଫୋନରେ କଥା ହେଲା ବେଳେ ଝରକାକୁ ଯବାନ ଛୁଇଁ ଦେଇଥିଲେ । ଅନ୍ୟ ୨ ଜଣ ବି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking