28.1 C
Bhubaneswar
Friday, March 29, 2024
Homeଓଡିଶାବିଦ୍ୟୁତ ତାର ଛିଣ୍ଡି ମା’ ଝିଅଙ୍କ ମୃତ୍ୟୁ

ବିଦ୍ୟୁତ ତାର ଛିଣ୍ଡି ମା’ ଝିଅଙ୍କ ମୃତ୍ୟୁ

ନୂଆପଡା: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍ ଥିବାବେଳେ ଏହି ସମୟରେ ରାଜ୍ୟର କିଛି କିଛି ସ୍ଥାନରେ ଦୁଃଖଦ ଘଟଣା ଘଟିଯାଇଛି । ତେବେ ଏଭଳି ଏକ ଅଘଟଣ ନୂଆପଡା ସିନାପାଲି ଥାନା ମଖାପଦର ଗାଁରେ ହୋଇଥିବା ଜଣାପଡିଛି । ଗାଁରେ ଥିବା ୧୧କେଭି ତାର ଛିଣ୍ଡି ଅଘଟଣ । ନଳକୂପ ନିକଟରେ ଗାଧୋଉଥିବା ବେଳେ ତାର ଛିଣ୍ଡି ମା’ ଝିଅଙ୍କ ଉପରେ ପଡିଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମା ଓ ୯ବର୍ଷ ଝିଅର ମୃତ୍ୟୁ ହୋଇଛି । ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
https://onakhabar.com/2020/01/01/dead-75/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking