28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗ୫ ରାଜ୍ୟରେ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

୫ ରାଜ୍ୟରେ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

ପଶ୍ଚିମବଙ୍ଗ : ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ଏନେଇ ଆଜି କୋଲକାତାରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ । କୋଲକାତାରେ ପୋଲିସ ପ୍ରଶାସନ ସହ ଭାରତୀୟ ଉପନିର୍ବାଚନ କମିଶନ ସୁଦୀପ ଜୈନ ଆଜି ଆଲୋଚନା କରିବେ । ଏହା ପୁର୍ବରୁ କୋଲକାତାକୁ ସିପିଏଫ ( ସେଣ୍ଟ୍ର।।ଲ ଫୋର୍ସ) ପଠାଯିବ ।

ତେବେ ଉପାନ୍ତ ଅଞ୍ଚଳ ଗୁଡିକୁ ଆଗୁଆ ସୁରକ୍ଷାକର୍ମୀ ପଠାଇବାକୁ ନିଷ୍ପତି ହୋଇଛି । ଆସନ୍ତା ମେ କିମ୍ବା ଜୁନ ମାସ ସୁଦ୍ଧା ପଶ୍ଚିମବଙ୍ଗ , ତାମିଲନାଡୁ, କେରଳ ପୁଡୁଚେରୀ ଓ ଆସାମରେ ବିଧାନସଭା ହୋଇପାରେ ବୋଲି କୁହାଯାଉଛି । ମହାମାରୀ କୋରନା ସମୟରେ ନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯିବା ସହ ପୁଲିଙ୍ଗ ବୁଥ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking