ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ପିପଳବାହାଳ ଗାଁରେ ଏକ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପିପିଳବାହାଳ ଗ୍ରାମର ଜଗବନ୍ଧୁ ନାୟକ । ସୂଚନା ଯେ, ପିପଳବାହାଳ ଗ୍ରାମର ସୁମନ୍ତ ନାୟକ ଆଜି ଭୋର ୫ଟା ବେଳେକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ଆମ୍ବଗୋଟାଇ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ସେଠାରେ କାଦୁଅରେ ଗୋଡ଼ ଖସି ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟଲୋକ ମୃତ … Continue reading ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ