ରାଜ୍ୟସଭାର ୮ ସାଂସଦ ସସପେଣ୍ଡ

ଭୁବନେଶ୍ୱର: ବିଶୃଙ୍ଖଳ ଆଚରଣ ପାଇଁ ୮ ସାସଂଦ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ରାଜ୍ୟସଭା ମତ ଲୋଡି ସପ୍ତାହେ ପାଇଁ ସସପେଣ୍ଡ କରିଛନ୍ତି ଅଧ୍ୟକ୍ଷ । ତେବେ କୃଷି ବିଲ୍ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ଡେରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାର, କେକେ ରଗେଶ, ରିପୁନ ବୋରା, ଡୋଲା ସେନ,ସୟେଦ ନାଜିର ହୁସେନ ଓ ଏ.କରିମଙ୍କୁ ସସପେଣ୍ଡ କରାଯାଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here