ଇଡି ନେଲା ନକଲି ଡାକ୍ତର ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାର ତଦନ୍ତ ଭାର ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରମେଶଙ୍କ ଆର୍ଥିକ ନେଣଦେଣର ତଦନ୍ତ କରିବ ଇଡି । ରମେଶଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଇଡି । ନିଜକୁ ଡାକ୍ତର ପରିଚୟ ଦେଇ ୧୬ ଜଣଙ୍କୁ ବିବାହ କରିଥିଲେ ରମେଶ । ବିବାହ କରି ସଂପୃକ୍ତ ମହିଳାଙ୍କଠାରୁ ଲକ୍ଷାଧିକ ଠକିଥିବା ଅଭିଯୋଗ ଥିଲା । ପୋଲିସ ଗୁଳିରେ ୫ ନକ୍ସଲ ସଫା