39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସଂଜୟ ରାଉତଙ୍କୁ ଇଡି ସମନ

ସଂଜୟ ରାଉତଙ୍କୁ ଇଡି ସମନ

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଇଡିର ଏଣ୍ଟ୍ରି । ଶିବସେନା ନେତା ସଂଜୟ ରାଉତଙ୍କୁ ଇଡି ସମନ । ସଂଜୟ ଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଦୁର୍ନୀତି ମାମଲାରେ ଆସନ୍ତାକାଲି ପଚରାଉଚରା ପାଇଁ ସଞ୍ଜୟ ରାଉତଙ୍କୁ ଡକାଯାଇଛି ।

ପ୍ରାର୍ଥୀପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking