ତୃତୀୟଥର କେଜରିଓ୍ବାଲଙ୍କୁ ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବଢିଲା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଅଡୁଆ। ଆଜି ତୃତୀୟ ଥର ପାଇଁ ସମନ ଜାରି କରିଛି ଇଡି । ଆଜି ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି ହୋଇଛି । ପୂର୍ବରୁ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲେ ହି ହାଜର ହୋଇନଥିଲେ ଅରବିନ୍ଦ କେଜରିଓ୍ବାଲ। ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜରିୱାଲଙ୍କୁ ହାଜର ହେବାକୁ ପ୍ରଥମେ ନଭେମ୍ବର … Continue reading ତୃତୀୟଥର କେଜରିଓ୍ବାଲଙ୍କୁ ସମନ ଜାରି କଲା ଇଡି