40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ରେ ଇଡି ଚଢ଼ଉ, ୨୭୪୭ କୋଟିର ସମ୍ପତ୍ତି ଜବତ

ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ରେ ଇଡି ଚଢ଼ଉ, ୨୭୪୭ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ମୁମ୍ବାଇସ୍ଥିତ ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ର ମୁଖ୍ୟାଳୟରେ ଚଢ଼ଉ କରି ୨୭୪୭ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି । ଏହି ଚଢ଼ଉ ବ୍ୟାଙ୍କ ଲୋନ୍‌ରେ ଘୋଟାଲା ସହ ସମ୍ପୃକ୍ତ ମନି ଲଣ୍ଡରିଂ ମାମଲାର ତଦନ୍ତ ଅଧୀନରେ କରାଯାଇଛି । ଜବତ ସମ୍ପତ୍ତିରେ ଡକ୍‌ୟାର୍ଡ, କୃଷି ଜମି, ବାଣିଜ୍ୟିକ ସମ୍ପତ୍ତି ଏବଂ ବ୍ୟାଙ୍କରେ ଜମା ଅର୍ଥ ସାମିଲ । ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ସିବିଆଇ ୨୨,୮୪୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଥିତ ବ୍ୟାଙ୍କ ଘୋଟାଲା ମାମଲାରେ ଏବିଜି ଶିପ୍‌ୟାର୍ଡ ମିଲିଟେଡ୍‌ର ଫାଉଣ୍ଡର ଚେୟାରମ୍ୟାଚ୍ ଋଷି କମଲେଶ ଅଗ୍ରୱାଲ୍‌ଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking