ଲାଲୁଙ୍କ ତିନି ଝିଅକୁ ଜେରା କଲା ଇଡି

ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇରୁ ପାଟନା ପର‌୍ୟ୍ୟନ୍ତ ଇଡି ଆକ୍ରମଣ, ଏଜେନ୍ସି ଲାଲୁ ଯାଦବଙ୍କ ଝିଅ ଘରେ ମଧ୍ୟ ପହଞ୍ଚିଥିଲା ଏହି ପ୍ରସଙ୍ଗରେ ଦୁଇ ଦିନ ପୂର୍ବରୁ ଲାଲୁ ଯାଦବଙ୍କୁ ସିବିଆଇ ପ୍ରଶ୍ନ କରିଥିଲା। ଏଥିସହିତ ପାଟନାରେ ରାବଣ ଦେବୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସିବିଆଇର ଅନୁସନ୍ଧାନ ପରେ ବର୍ତ୍ତମାନ ଇଡି ଚଢାଉ କରିଛି। ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର (ମାର୍ଚ୍ଚ ୧୦) ଦିଲ୍ଲୀ, ମୁମ୍ବାଇ ଏବଂ ପାଟଣାର ଅନେକ ସ୍ଥାନରେ … Continue reading ଲାଲୁଙ୍କ ତିନି ଝିଅକୁ ଜେରା କଲା ଇଡି