ନୂଆଦିଲ୍ଲୀ: ପେଟିଏମରେ ପଶିଲା ଇଡି । ପେଟିଏମ୍ ଓ ଏହାର ବ୍ୟାଙ୍କ ସଂସ୍ଥା ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ଜଣାପଡ଼ିଛି । ବୈଦେଶିକ ମୁଦ୍ରା ବିନିମୟ ନିୟମକୁ କମ୍ପାନୀ ଉଲଂଘନ କରୁଥିବା ଅଭିଯୋଗରେ ତଦନ୍ତ ହେଉଛି । ହେଲେ ନିର୍ଦ୍ଦିଷ୍ଟ ଭାବେ କେଉଁ କମ୍ପାନୀ କେଉଁ ନିୟମ ଉଲଂଘନ କରିଛି ତାହ ସ୍ପଷ୍ଟ ହୋଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଇଡି ପେଟିଏମ୍ ସମ୍ପର୍କିତ ସମସ୍ତ ତଥ୍ୟ ମାଗିଛି । ସଙ୍କଟ ଦେଇ … Continue reading ପେଟିଏମରେ ପଶିଲା ଇଡି
Copy and paste this URL into your WordPress site to embed
Copy and paste this code into your site to embed