ନଗଡାରେ ହେବ ଇକୋଲଜିଷ୍ଟିକ ପାର୍କ

ଯାଜପୁର: ଯାଜପୁରବାସୀଙ୍କ ପାଇଁ ଖୁସି ଖବର । ନଗଡାରେ ଇକୋଲଜିଷ୍ଟିକ ପାର୍କ ହେବ । ତଳନଗଡା ଯାଇ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି । ନଦୀରୁ ପାଇପ ଯୋଗେ ୩ନଗଡାକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଆତ୍ମ ନିଯୁକ୍ତି ସକାଶେ ପ୍ରତି ପରିବାରକୁ ମହୁଚାଷ ପାଇଁ ୫ଟି ପ୍ରୋଜେକ୍ଟ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
https://onakhabar.com/2019/12/13/puri-srimandir-6/