ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର , ୫ଟି ରୋଗରୁ ମିଳିବ ମୁକ୍ତି ଜାଣନ୍ତୁ କିପରି କରିବେ ସେବନ
ନୂଆଦିଲ୍ଲୀ : ପ୍ରତିଟି ଭାରତୀୟଙ୍କ ରୋଷେଇ ଘରେ ଭୃଷଙ୍ଗ ପତ୍ରର ଗୋଟିଏ ନିଜସ୍ୱ ପରିଚୟ ରହିଛି । ବିଶେଷ କରି ଦକ୍ଷିଣ ଭାରତରେ ଭୃଷଙ୍ଗ ପତ୍ରର ଅଧିକ ବ୍ୟବହାର ହୋଇଥାଏ । କାରଣ ଏହାର ସୁଗନ୍ଧ ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଭୃଷଙ୍ଗ ପତ୍ରରେ ରହିଛି ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍ , ଭିଟାମିନ୍ –ଏ ଓ ମାଗ୍ନେସିଅମ୍ ଭଳି ନ୍ୟୁଟ୍ରିଏଣ୍ଟସ୍ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ … Continue reading ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର , ୫ଟି ରୋଗରୁ ମିଳିବ ମୁକ୍ତି ଜାଣନ୍ତୁ କିପରି କରିବେ ସେବନ
Copy and paste this URL into your WordPress site to embed
Copy and paste this code into your site to embed