26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହିମାଚଳ ପ୍ରଦେଶରେ ଦୁଇ ଥର ଭୂକମ୍ପ ଝଟକା

ହିମାଚଳ ପ୍ରଦେଶରେ ଦୁଇ ଥର ଭୂକମ୍ପ ଝଟକା

ଶିମଲା : ଭୂକମ୍ପ ଝଟକାରେ ହିମାଚଳ ପ୍ରଦେଶ ଥରି ଉଠିଛି। ରବିବାର ସକାଳୁ ହିମାଚଳ ପ୍ରଦେଶର ୪ଟି ସ୍ଥାନରେ ମାତ୍ର ଘଣ୍ଟାଏ ବ୍ୟବଧାନରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। କାଙ୍ଗଡା, ଲାହୁଲ-ସ୍ପିତି, କୁଲ୍ଲୁ ଏବଂ ଚମ୍ବାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି। ସକାଳ ୧୦ଟା ୫୪ମିନିଟରେ ପ୍ରଥମ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲାବେଳେ  ୧୧ଟା ୫୫ ମିନିଟରେ କାଙ୍ଗଡା ଜିଲ୍ଲାରେ ଭୂକମ୍ପ ହୋଇଥିଲା। ଭୂକମ୍ପର କେନ୍ଦ୍ର କାଙ୍ଗଡା ଜିଲ୍ଲାର ଭୂପୃଷ୍ଠରୁ ୫ କିମି ଗଭୀରରେ ଥିଲା ବୋଲି ଜଣାପଡିଛି। ଏହାର ତୀବ୍ରତା ୩.୪ ଥିଲା। ଏଥିରେ କାହରି କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
https://onakhabar.com/2020/01/12/two-terrorists-killed-in-encounter-in-tral/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking