ଭୂକମ୍ପରେ ଥରିଲା ତାଇୱାନ; ୯ ମିନିଟ୍‌ରେ ୫ ଥର ଝଟକା

ତାଇୱାନ): ପୁଣିଥରେ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ତାଇୱାନ । ଗତକାଲି (ସୋମବାର) ଅପରାହ୍ନରୁ ଆଜି ଭୋର୍ ଭିତରେ ଏକାଧିକ ଥର ଭୂମିକମ୍ପ ହୋଇଛି । ମାତ୍ର ୯ ମିନିଟ୍ ଭିତରେ ୫ରୁ ଅଧିକ ଥର ଲାଗିଛି ବଡ ବଡ ଝଟକା । ପ୍ରଥମେ ପୂର୍ବ ତାଇୱାନର ସୋଇଫେଙ୍ଗ ସହରରେ ସୋମବାର ଅପରାହ୍ନ ୫ଟା ୮ ମିନିଟରୁ ୫ଟା ୧୭ ଭିତରେ ୫ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପରେ ଆଜି (ମଙ୍ଗଳବାର) ଭୋର୍ ପ୍ରାୟ ୩ଟା … Continue reading ଭୂକମ୍ପରେ ଥରିଲା ତାଇୱାନ; ୯ ମିନିଟ୍‌ରେ ୫ ଥର ଝଟକା