ଦିଲ୍ଲୀରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟ୍‌କା ଅନୁଭୂତ । ଜାମ୍ମୁକାଶ୍ମୀର ପୁଞ୍ଚରେ ମଧ୍ୟ ଭୂକମ୍ପର ଝଟକ ଅନୁଭୂତ । ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ପାକ-ଆଫଗାନିସତାନ ସୀମା ଭୂକମ୍ପର କେନ୍ଦ୍ରସ୍ଥଳ । ପାକିସ୍ତାନ ଅନେକ ସହରରେ ଭୂକମ୍ପ ଝଟକା ଅନୁଭୂତ । ହାଇଟେକ୍ ଲାଇସେନ୍ସ ରଦ୍ଦ କର : ବିଜେପି