ଚମ୍ବାରେ ଭୂ-କମ୍ପ ଝଟକା ଅନୁଭବ

ହିମାଚଳପ୍ରଦେଶ : ହିମାଚଳପ୍ରଦେଶର ଚମ୍ବାରେ ଆଜି ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୨.୯ ରେକର୍ଡ କରାଯାଇଛି। ଭୂ-କମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁ ଆସିଥିଲେ। ପ୍ରାର୍ଥମିକ ସୂଚନା ଅନୁଯାୟୀ, ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ଏଯାବତ ଜଣାପଡି ନାହିଁ। ଏନସିଏସ ସୂଚନା ଅନୁଯାୟୀ, ହିମାଚଳପ୍ରଦେଶରେ ସକାଳ ୬:୨୫ରେ ଭୂ-କମ୍ପ ଝଟକା ଅନୁଭବ ହୋଇଛି।

LEAVE A REPLY

Please enter your comment!
Please enter your name here