32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭୂ-କମ୍ପରେ ଥରିଲା ବାଂଲାଦେଶ

ଭୂ-କମ୍ପରେ ଥରିଲା ବାଂଲାଦେଶ

ଢାକା : ବାଂଲାଦେଶରେ ଆଜି ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୂ-କମ୍ପର ଝଟକା ରିକ୍ଟର ସ୍କେଲରେ ୪.୧ ରେକର୍ଡ଼ କରାଯାଇଛି। ସକାଳ ୮ଟା୫୧ ମିନିଟରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିଲା। ଏଯାବତ୍‍ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking