27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ

ମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ

ମୟୁରଭଞ୍ଜ/ବାଲେଶ୍ୱର : ଆଜି ଓଡିଶାର ମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରାତି ପ୍ରାୟ ୨ଟା ୧୩ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତିବ୍ରତା ୩.୯ ରହିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking