28.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ପୀଠେ ସପ୍ତମୀ, ମା’ କଟକଚଣ୍ଡୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ପୀଠେ ସପ୍ତମୀ, ମା’ କଟକଚଣ୍ଡୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି

କଟକ : ଶକ୍ତି ପୀଠରେ ଚାଲିଛି ଶାରଦୀୟ ପାର୍ବଣ ପୂଜା । ମହାସପ୍ତମୀରେ କଟକଚଣ୍ଡୀଙ୍କ ପାଖରେ ନୀତିକାନ୍ତିରେ ଚାଲିଛି ପୂଜାର୍ଚ୍ଚନା । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି । ଗତକାଲି ସଂଧ୍ୟାରୁ ମାଆ ଗାୟତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ଆଜି ସଂଧ୍ୟାରୁ ବଗଳାମୁଖୀ ବେଶରେ ଦର୍ଶନ ଦେବେ । ଦଶହରା ପର‌୍ୟ୍ୟନ୍ତ ମାଆ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ଦୀର୍ଘ ୨ ବର୍ଷ ଧରି କରୋନା କଟକଣା ପାଇଁ ପାର୍ବଣର ପୂଜା ଯାକ ଜମକରେ ହୋଇ ନଥିଲା । ଭକ୍ତ ମାନଙ୍କୁ ମଙ୍କ ଦର୍ଶନର ସୁଯୋଗ ମିଳି ନ ଥିଲା । କିନ୍ତୁ ଦୀର୍ଘ ୨ ବର୍ଷ ପରେ ଏଥର ମାଙ୍କ ଦର୍ଶନ କରିପାରିବେ ଭକ୍ତ । ଆଜି ପୀଠରେ ସପ୍ତମୀ ଥିବ ବେଳେ ମଣ୍ଡପରେ ଚଲିଛି ଷଷ୍ଠୀ ପୂଜା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking