27.1 C
Bhubaneswar
Thursday, April 25, 2024
Homeଓଡିଶାନକଲି ହ୍ୟାଣ୍ଡୱାସ୍ କାରଖାନା ଠାବ

ନକଲି ହ୍ୟାଣ୍ଡୱାସ୍ କାରଖାନା ଠାବ

ଭୁବନେଶ୍ବର : ରାଜଧାନୀ ଝାରପଡ଼ା ଅଞ୍ଚଳରେ ସୋମବାର ଭୁବନେଶ୍ବର ଡ୍ରଗ୍ସ ଇନିସପେକ୍ଟରଙ୍କ ନେତୃତ୍ବରେ ଚଢାଉ କରାଯାଇ ଏକ ନକଲି ହ୍ୟାଣ୍ଡୱାସ୍ କାରଖାନା ଠାବ କରାଯାଇଛି । ଏହି ନକଲି କାରଖାନାରୁ ବିପୁଳ ପରିମାଣର ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି। ଲାଇସେନ୍ସ ନଥାଇ କାରଖାନା ପ୍ରତିଷ୍ଠା କରିବା ଅଭିଯୋଗରେ ମାଲିକଙ୍କ ନାମରେ ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି ।
https://onakhabar.com/2020/03/30/2-police-suspended/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking