ଯାନ୍ତ୍ରିକରେ ତ୍ରୁଟି ଯୋଗୁ ମଝି ଆକାଶରୁ ଫେରିଲା ବିମାନ କଲା ଜରୁରୀ ଅବତରଣ

ଭୁବନେଶ୍ୱର : ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି | ଏହି ବିମାନଟି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା | ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା | ଆଉ ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇଆଣିଥିଲେ | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନର ୬ଇ ୨୦୬୫ ଉଡାଣ ଆରମ୍ଭ କରିଥିଲା … Continue reading ଯାନ୍ତ୍ରିକରେ ତ୍ରୁଟି ଯୋଗୁ ମଝି ଆକାଶରୁ ଫେରିଲା ବିମାନ କଲା ଜରୁରୀ ଅବତରଣ