35.1 C
Bhubaneswar
Tuesday, April 23, 2024
Homeଓଡିଶା୩୧ଟି ସ୍ଥାନରେ ଡ୍ରାଏ ରନ୍‌

୩୧ଟି ସ୍ଥାନରେ ଡ୍ରାଏ ରନ୍‌

ଭୁବନେଶ୍ୱର: କରୋନା ଭ୍ୟାକ୍ସିନ ଡ୍ରାଏ ରନ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟର ୩୧ଟି ସ୍ଥାନରେ ଡ୍ରାଇ ରନ୍ କରିବାକୁ ନିଷ୍ପତ୍ତି ହୋଇଛି । ୩୦ଟି ଜିଲ୍ଲା ମୁଖ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଡ୍ରାଏ ରନ ପାଇଁ ନିଷ୍ପତି ନିଆଯାଇଛି । ଗୋଟିଏ କେନ୍ଦ୍ରରେ ୨୫ ଜଣଙ୍କୁ ନେଇ ଡ୍ରାଏ ରନ କରାଯିବ । ଟିକା ଆସିଲେ ପ୍ରଥମେ ରାଜ୍ୟର ଟିକା ଷ୍ଟୋରରେ ରହିବ । ଏହାପରେ ୯ଟି ଆଂଚଳିକ ଟିକା ଷ୍ଟୋରକୁ ପଠାଯିବ । ଆଂଚଳିକ ଷ୍ଟୋରରୁ ଜିଲ୍ଲାସ୍ତରୀୟ ୩୨ଟି ଷ୍ଟୋରକୁ ପଠାଯିବ । ସେଠାରୁ ୧୨୨୨ କୋଲ୍ଡ ଚେନ୍ ପଏଣ୍ଟକୁ ପଠାଯିବ ଭ୍ୟାକ୍ସିନ । କୋଲ୍ଡ ଚେନ ପଏଣ୍ଟରୁ ୨୯, ୨୭୨ଟି ସାଇଟକୁ ପଠାଇ ଟିକା ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking