ମଦପିଇ ସ୍କୁଲରେ ମାତାଲ ଶିକ୍ଷକ ପ୍ରତିବାଦରେ ରାଜରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ: ଆଜିର ଛାତ୍ରଛାତ୍ରୀ ଦେଶ ପାଇଁ ଆସନ୍ତାକାଲିର ଭବିଷ୍ୟତ। ଆଉ ସେହି ଭବିଷ୍ୟତମାନଙ୍କ ଭବିଷ୍ୟତ ସହିତ ଖେଳଖେଳୁ ଥିଲେ ଦାୟିତ୍ବହୀନ ମାତାଲ ଶିକ୍ଷକମାନେ। ପେଟେ ମଦପିଇ ମାତାଲ ଅବସ୍ଥାରେ ସ୍କୁଲ ଆସୁଥିଲେ ଜଣେ କି ଦୁଇଜଣ ନୁହେଁ ଚାରିଜଣ ଶିକ୍ଷକ। ସଂପୃକ୍ତ ଚାରି ଶିକ୍ଷକଙ୍କୁ ବେକାବୁ କରି ଦେଇଥିଲା ମଦନିଶା। ପେଟରେ ପେଟେ ମଦ ଘାଣ୍ଟି ଚକଟି ହେଉଥିବାରୁ ପଢ଼ାଉଥିବା ପାଠ ପାଟିଦେଇ ବାହାରିବା ବଦଳରେ ବାଟବଣା ହୋଇଯାଉଥିଲା। କଣ କରୁଥିଲେ କଣ କହୁଥିଲେ ନିଜେ ଜାଣି … Continue reading ମଦପିଇ ସ୍କୁଲରେ ମାତାଲ ଶିକ୍ଷକ ପ୍ରତିବାଦରେ ରାଜରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ