ଭୁବନେଶ୍ୱର: ଟ୍ରେନ୍ ଅଟକାଇ ଉନ୍ମତ୍ତ କାଣ୍ଡ ଘଟାଇଲା ମଦ୍ୟପ ଯୁବକ । ଟ୍ରେନ୍ ଅଟକାଇ ଦେଲା ମଦ୍ୟପ ଯୁବକ । ବାରମ୍ବାର ଟ୍ରେନ ଶଦ୍ଦରେ ବି ଟ୍ରେନ ଆଗରୁ ହଟିନଥିଲା ମଦ୍ୟପ । ଫଳରେ ଅଟକି ରହିଥିଲା ଟ୍ରେନ । ଭୁବନେଶ୍ୱରର ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଅଟକାଇ ଦେଲା ଟ୍ରେନ୍ । ଏଭଳି କାଣ୍ଡ ଭିଆଇଛି ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ ଯୁବକ । ଖବର ପାଇ ଆରପିଏଫ ଓ ଜିଆରପି ପୋଲିସ ପହଞ୍ଚି … Continue reading ଟ୍ରେନ୍ ଅଟକାଇ ଦେଲା ମଦୁଆ
Copy and paste this URL into your WordPress site to embed
Copy and paste this code into your site to embed