34.1 C
Bhubaneswar
Thursday, April 25, 2024
Homeଓଡିଶାବୁଡିଗଲା ଟ୍ରଲର; ୭ ମତ୍ସ୍ୟଜୀବୀ ଉଦ୍ଧାର

ବୁଡିଗଲା ଟ୍ରଲର; ୭ ମତ୍ସ୍ୟଜୀବୀ ଉଦ୍ଧାର

ପାରାଦୀପ: ମଝି ସମୁଦ୍ରରେ ବୁଡିଗଲା ଟ୍ରଲର; ୭ ମତ୍ସ୍ୟଜୀବୀ ଉଦ୍ଧାର । ଟ୍ରଲରରେ ପାଣି ପଶିଯିବାରୁ କାଲି ରାତିରେ ବୁଡିଯାଇଥିବା ସୂଚନା । ଅନ୍ୟ ଏକ ଟ୍ରଲର ସାହାଯ୍ୟରେ ୭ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର । ୭ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ମାଛଧରା ବନ୍ଦରକୁ ଅଣାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking